ଦିଲ୍ଲୀରେ ପୁଣି ଥରେ ବୃଦ୍ଧି ପାଉଛି କରୋନା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ଭିତରେ ପ୍ରତିଦିନ ଦୁଇ ହଜାର କିମ୍ବା ତାଠାରୁ ଅଧିକ ନୂଆ ମାମଲା ରେକର୍ଡ ହେଉଛି। କିନ୍ତୁ ଏସବୁ ମଧ୍ୟରେ ମୃତ୍ୟୁ ସଂଖ୍ୟା ବି ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରତିଦିନ ୮ ରୁ ୧୦ କରୋନା ରୋଗୀ ମୃତ୍ୟୁବରଣ କରୁଛନ୍ତି। ଏଥି ସହିତ ଡାକ୍ତରଖାନାରେ ଭର୍ତ୍ତି … Continue reading ଦିଲ୍ଲୀରେ ପୁଣି ଥରେ ବୃଦ୍ଧି ପାଉଛି କରୋନା